source-.bollywoodlife.com

ଲଦାଖରୁ ଶେଷ ହେଲା ଫିଲ୍ମ ଟ୍ୟୁବଲାଇଟର ସୁଟିଂ । ସୁଟିଂ ଶେଷ ସମ୍ବନ୍ଧରେ ଟୁଇଟ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ କବୀର ଖାନ। ଟୁଇଟରେ ପେଜରେ ସଲମାନ, କବୀରଙ୍କ ସହ ଚୀନ ଅଭିନେତ୍ରୀ ଝୁ ଝୁ ନଜର ଆସିଛନ୍ତି। ଲଦାଖର ବିଭିନ୍ନ ଲୋକେସନରେ ୧୫ଦିନ ସୁଟିଂ ଶେଷ କରିବା ପରେ ଟିମ ଏବେ ମୁହାଁଇଛି ନୂଆ ସୁଟି ଲୋକେସନକୁ ।

Advertisment

source-.indianexpress.com

ପୂର୍ବରୁ ଏକଥା ଟାଇଗର,ବଜରଙ୍ଗୀ ଭାଇଜାନ ଏକାଠି ପ୍ରସ୍ତୁତ କରିବା ପରେ ୩ୟ ଥର ପାଇଁ କବୀର ଓ ସଲମାନଙ୍କ ଯୋଡି ଜମିଛି।