ଏଟିଏମ ଲୁଟ୍ ଉଦ୍ୟମ ବିଫଳ । ନବରଙ୍ଗପୁର ଝରିଗାଁରେ ଏକକାଳିନ ୩ଟି ବ୍ୟାଙ୍କ୍ ଏଟିଏମ ଲୁଟ୍ କରିିବାକୁ ପଶିଥିଲେ ଦୁର୍ବୃତ୍ତ 

16

କନକ ବ୍ୟୁରୋ : ଦୁର୍ବୃତ୍ତଙ୍କ  ଟାର୍ଗେଟରେ ବ୍ୟାଙ୍କ ଏଟିଏମ । ନବରଙ୍ଗପୁରରେ ଦୁର୍ବୃତ୍ତଏକା ସାଂଗରେ ୩ଟି ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି । ଝରିଗାଁ ଷ୍ଟେଟ ବ୍ୟାଙ୍କ, ରାଇଘର ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ କାଲି ରାତିରେ ୧୦ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.