ପ୍ରଦୂଷଣ ପାଇଁ ଭାରତ ଓ ଚୀନକୁ ଦାୟୀ କଲା ଆମେରିକା : କହିଲା, ଆମେରିକାର ଜଳବାୟୁ ସବୁଠାରୁ ଶୁଦ୍ଧ 

ପାକିସ୍ତାନ ବାୟୁପଥରେ ଉଡିବନାହିଁ ଆମେରିକା ବିମାନ ! ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଲାଗି ଜାରି ହେଲା ସତର୍କ ସୂଚନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ ଓ ଚୀନର ଆଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି କି, ଭାରତ, ଚୀନ ଓ ରୁଷରେ ଶୁଦ୍ଧ ପବନ ଓ ଶୁଦ୍ଧ ପାଣି ନାହିଁ । ଏବଂ ଏହି ଦେଶ ବିଶ୍ୱର ପରିବେଶ ପ୍ରତି ନିଜ ଦାୟିତ୍ୱ ତୁଲାଉନାହାଁନ୍ତି । ଟ୍ରମ୍ପ ବ୍ରିଟିଶ ଚ୍ୟାନେଲ ଆଇଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି । ପ୍ୟାରିସ ଜଳବାୟୁ ବୁଝାମଣାରୁ ବହାରିଯାଇଥିବା ଟ୍ରମ୍ପ ଏହା ଦାବି କରିଛନ୍ତି କି ଆମେରିକାର ଜଳବାୟୁ ସବୁଠାରୁ ସଫା ।

publive-image

ଏହାପରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି କି, ଚୀନ, ଭାରତ, ରୁଷ ଏବଂ ଅନ୍ୟ ଦେଶ ଗୁଡିକ ପାଖରେ ନା ଶୁଦ୍ଧ ପବନ ଅଛି, ନା ସଫା ପାଣି । ଏବଂ ପ୍ରଦୂଷଣ ରୋକିବାକୁ ନେଇ ମଧ୍ୟ କୌଣସି ଜ୍ଞାନ ନାହିଁ । ଯଦି କିଛି ସହରକୁ ଯିବେ, ତେବେ ସେଠି ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ । ସେମାନେ ନିଜର ଦାୟିତ୍ୱ ଠିକରେ ନିର୍ବାହ କରୁନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe