ବାପା, ଦୁଇ ପୁଅଙ୍କ ଉପରେ ମାଡିଗଲା ଟ୍ରକ୍ ; ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ, ଯୋଡ଼ା ବାମିବାରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା

ବାପା, ଦୁଇ ପୁଅଙ୍କ ଉପରେ ମାଡିଗଲା ଟ୍ରକ୍ ; ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ, ଯୋଡ଼ା ବାମିବାରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା

କନକ ବ୍ୟୁରୋ: ସକାଳୁ ସକାଳୁ ଦୁଇ ପୁଅଙ୍କୁ ସ୍କୁଲ ଛାଡିବାକୁ ଯାଉଥିଲେ ବାପା । କିଏ ଜାଣିଥିଲା ବାଟରେ ଜଗିଥିଲା ଯମ । ଅକାଳରେ ଝରିଗଲା ୩ଟି ମୂଲ୍ୟବାନ୍ ଜୀବନ । ଗାଡି ସହ ବାପା ଓ ଦୁଇ ପୁଅଙ୍କ ଉପରେ ମାଡିଗଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ବାପା, ୨ ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡା ବାମିବାରି ରାସ୍ତାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe