ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ, ୩ଜଣ ଗୁରୁତର : ଗ୍ୟାସ କଟର ସହାୟତାରେ କାଟି ଆହତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ; ସମ୍ବଲପୁର ମହାନଦୀ ବ୍ରିଜ ଉପରେ ଅଘଟଣ

ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ, ୩ଜଣ ଗୁରୁତର : ଗ୍ୟାସ କଟର ସହାୟତାରେ କାଟି ଆହତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ; ସମ୍ବଲପୁର ମହାନଦୀ ବ୍ରିଜ ଉପରେ ଅଘଟଣ

କନକ ବ୍ୟୁରୋ : ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ । ଆମ୍ବୁଲାନ୍ସରେ ଥିବା ୩ ଗୁରୁତର । ଆହତମାନଙ୍କୁ ଗ୍ୟାସ କଟରରେ କାଟି ଗୁରୁତର ମାନଙ୍କୁ କଢ଼ା ଯିବା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରାଉରକେଲାରୁ ବୁର୍ଲା ଆସୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe