କନକ ବ୍ୟୁରୋ : ୧୬ନଂ ଜାତୀୟ ରାଜପଥ ସାନଘାଟିରେ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ବାଇକ ଓ ସ୍କୁଟିକୁ ଟ୍ରକଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତ ୩ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ଖସିବାକୁ ଉଦ୍ୟମ ବେଳେ ବଡଘାଟିରେ ଟ୍ରକ୍ ଓଲଟିଲା । ଦୁର୍ଘଟଣା ପରେ ସ୍କୁଟି ସହ ବାଇକଟି ଜଳିଯାଇଛି ।
୧୬ନଂ ଜାତୀୟ ରାଜପଥ ସାନଘାଟିରେ ଦୁର୍ଘଟଣା : ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର
/kanak/media/post_attachments/wp-content/uploads/2022/10/accident-1-1-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)