କନକ ବ୍ୟୁରୋ : ପୋଷା କୁକୁରକୁ ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ଟଙ୍କପାଣି ରୋଡ୍ରେ ପୋଷା କୁକୁରକୁ ସମାଧି ଦେଇଛନ୍ତି ମାଲିକ । ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ପୋଷା କୁକୁର ଗୁଲୁ ପାପା । କୁକୁରର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ତାକୁ ଅନ୍ତିମ ବିଦାୟୀ ଦେଇଛନ୍ତି । କୁକୁର ବେକରେ ଫୁଲମାଳ ପକାଇ ତାକୁ ଏକ ଗାତ ଖୋଳି ପୋତିଛନ୍ତି ପରିବାର । ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ଧରି କୁକୁରଟି ଅତି ଯତ୍ନରେ ପାଳିଥିଲେ ଏହି ପରିବାର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us