କନକ ବ୍ୟୁରୋ : ପୋଷା କୁକୁରକୁ ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ଟଙ୍କପାଣି ରୋଡ୍ରେ ପୋଷା କୁକୁରକୁ ସମାଧି ଦେଇଛନ୍ତି ମାଲିକ । ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ପୋଷା କୁକୁର ଗୁଲୁ ପାପା । କୁକୁରର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ତାକୁ ଅନ୍ତିମ ବିଦାୟୀ ଦେଇଛନ୍ତି । କୁକୁର ବେକରେ ଫୁଲମାଳ ପକାଇ ତାକୁ ଏକ ଗାତ ଖୋଳି ପୋତିଛନ୍ତି ପରିବାର । ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ଧରି କୁକୁରଟି ଅତି ଯତ୍ନରେ ପାଳିଥିଲେ ଏହି ପରିବାର ।
କୁକୁରକୁ ଶ୍ରଦ୍ଧାଞ୍ଜଳି : ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ଗୁଲୁ ପାପା
/kanak/media/post_attachments/wp-content/uploads/2023/10/17-4.jpg)