କନକ ବ୍ୟୁରୋ: ହାତୀ ପାଇଁ ଟ୍ରେନ୍ ବନ୍ଦ । ରେଳ ଧାରଣାରେ କଟି ଚାଲିଗଲା ଛୁଆ ହାତୀର ଜୀବନ। ଏହାପରେ ମୃତ ଦେହକୁ ମା ହାତୀ ସହ ଜଗି ରହିଛନ୍ତି ହାତୀପଲ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ରେଳ ଧାରଣାରେ କଟି ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ରେଳ ସାଇଡ଼ିଂ ଅଧିକାରୀ ଓ ଜିଆରପି ପୋଲିସ୍ ପହଞ୍ଚିଛନ୍ତି। ହାତୀପଲ ମୃତଦେହକୁ ଜଗିରହିଥିବାରୁ ପାଖକୁ ଯାଇପାରୁନାହାଁନ୍ତି ଅଧିକାରୀ। ଏହାପରେ ଟ୍ରେନ ସେବା ବନ୍ଦ ରହିଛି ।
ହାତୀ ପାଇଁ ଟ୍ରେନ ବନ୍ଦ ; ସୁନ୍ଦରଗଡ଼ରେ ରେଳ ଧାରଣାରେ ମୃତ ହାତୀ ଛୁଆକୁ ଜଗିରହିଛନ୍ତି ହାତୀପଲ୍ଲ ।
/kanak/media/post_attachments/wp-content/uploads/2024/08/7-20.jpg)