ରାଜସ୍ଥାନ ଆଜମେରରେ ଟ୍ରେନ ଦୁର୍ଘଟଣା । ଟ୍ରାକରେ ଛିଡା ଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ସାବରମତି ଏକ୍ସପ୍ରେସ ।

Advertisment
ରାଜସ୍ଥାନ ଆଜମେରରେ ଟ୍ରେନ ଦୁର୍ଘଟଣା । ଟ୍ରାକରେ ଛିଡା ଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ସାବରମତି ଏକ୍ସପ୍ରେସ ।

କନକ ବ୍ୟୁରୋ: ରାଜସ୍ଥାନ ଆଜମେରରେ ଟ୍ରେନ ଦୁର୍ଘଟଣା । ମାଲବାହୀ ଟେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ୍ । ଗୁଜରାଟରୁ ଉତ୍ତରପ୍ରଦେଶ ଯାଉଥିବା ସାବରମତି-ଆଗ୍ରା କେଣ୍ଟ ଦୁର୍ଘଟଗ୍ରସ୍ତ ହୋଇଛି । ମାଲବାହୀ ଟ୍ରେନକୁ ଧକ୍କା ଦେଇ ରେଳ ଲାଇନରୁ ଖସିପଡିଛି ଏକ୍ସପ୍ରେସ ଟ୍ରେନର ୪ଟି ବଗି । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe