କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତ ଲହରି ଜାର୍ ରହିଛି । ଜାଡରେ ଥରୁଛି ଅଧିକାଂଶ ସ୍ଥାନ । ରାତି ହେଲେ ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଚାଲିଯାଉଛି । ହେଲେ ଶିମିଳପାଳ ଅଭୟାରଣ୍ୟ ଭିତରେ ଶୀତକୁ ଅନୁଭବ କରିପାରୁନହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ପର୍ଯ୍ୟଟଙ୍କ ପାଇଁ ବନ୍ଦ ରହିଛି ଜାତୀୟ ଉଦ୍ୟାନ । ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।
ରାଜ୍ୟରେ ଶୀତର ଲହରୀ । ହେଲେ ଶମିଳିପାଳ ଅଭୟାରଣ୍ୟରେ ଏହାର ମଜା ନେଇପାରୁନାହାଁନ୍ତି ପର୍ଯ୍ୟଟକ । ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।
/kanak/media/post_attachments/wp-content/uploads/2023/12/4-33.jpg)