ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର

ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପିକନିକ୍ ଆସୁଥିବା ବେଳେ ଦିଗପହଣ୍ଡି ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ୍ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ବସଟି ଘାଟି ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ବସରେ କିଛି ଲୋକ ପିକନିକ ପାଇଁ ଯାଜପୁରରୁ ତପ୍ତପାଣି ଆସିଥିଲେ । ଆହତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ବସରେ ପାଖାପାଖି ୩୦ରୁ ଅଧିକ ପର୍ଯ୍ୟଟକ ଥିବା କଥା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe