ଟାର୍ଗେଟରେ ଟପ୍ ମାଓନେତା ଉଦୟ : ୨୫ ବର୍ଷର ସକ୍ରିୟ ସଂଗଠନକୁ ମାଟିରେ ମିଶାଇବା ପାଇଁ ଅଂଟା ଭିଡିଛି ପୁଲିସ-ପ୍ରଶାସନ; ଦୀର୍ଷ ବର୍ଷ ଧରି କୋରାପୁଟ, ମାଲକାନଗିରିରେ ଆତଙ୍କ ଖେଳାଇଛି ଉଦୟ 

ଟାର୍ଗେଟରେ ଟପ୍ ମାଓନେତା ଉଦୟ : ୨୫ ବର୍ଷର ସକ୍ରିୟ ସଂଗଠନକୁ ମାଟିରେ ମିଶାଇବା ପାଇଁ ଅଂଟା ଭିଡିଛି ପୁଲିସ-ପ୍ରଶାସନ; ଦୀର୍ଷ ବର୍ଷ ଧରି କୋରାପୁଟ, ମାଲକାନଗିରିରେ ଆତଙ୍କ ଖେଳାଇଛି ଉଦୟ 

କନକ ବ୍ୟୁରୋ : ଲାଲଗଡରେ ସଂକୁଚିତ ହେଉଛି ମାଓ ସଙ୍ଗଠନ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳରେ ବିକାଶ ଯେଉଁ ହାରରେ ଆଗକୁ ବଢିବାରେ ଲାଗିଛି, ସେହି ହାରରେ ମାଓ ସଙ୍ଗଠନ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଯେଉଁ ବିଚ୍ଛିନ୍ନାଂଚଳକୁ ମାଓବାଦୀମାନେ ନିଜ ମୁକ୍ତାଂଚଳ ଭାବେ ବ୍ୟବହାର କରି ଆସୁଥିଲେ ସେଠାରେ ଏବେ ଯବାନଙ୍କ ପହରା ।

ଟପ୍ ମାଓ ନେତା ଆରକେଙ୍କ ପରେ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଉଦୟ ଏବେ ପୁରା ସ୍ୱାଭିମାନ ଅଂଚଳ ସହ ଆନ୍ଧ୍ର ଓଡିଶା ସୀମାନ୍ତର ନେତୃତ୍ୱ ନେଉଛି । ଆଉ ଉଦୟକୁ ଖୋଜୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe