କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ରବିବାର ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ବନ୍ଧରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନା ଦେଇଛି ।
କାଲି ଦିନ ୧୦ଟାରେ ବଡ ଘୋଷଣା କରିପାରନ୍ତି ରାଜ୍ୟ ସରକାର । କୋଭିଡ୍ ପରିଚାଳନା ସମ୍ପର୍କରେ କରିପାରନ୍ତି ବଡ ଘୋଷଣା ।#BREAKING#Odisha#KanakNewspic.twitter.com/2uX00sfBjO
— Kanak News (@kanak_news) May 1, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/30.jpg)