ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ : ଟ୍ରାକରେ ଅଭ୍ୟାସ କରୁଛନ୍ତି ଦୂତି ଚାନ୍ଦ

ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ : ଟ୍ରାକରେ ଅଭ୍ୟାସ କରୁଛନ୍ତି ଦୂତି ଚାନ୍ଦ

କନକ ବ୍ୟୁରୋ : ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ । ନିଜକୁ ଫିଟ୍ ରଖିବା ସହ ଭଲ ପ୍ରଦର୍ଶନ ପାଇଁ ଦୂତି ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଟ୍ରାକରେ ଅଭ୍ୟାସ କରିଛନ୍ତି ଦୂତି ଚାନ୍ଦ । ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି । ୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ । ଏହା ପୂର୍ବରୁ ଦୂତିଙ୍କୁ ଜିମରେ ଅଭ୍ୟାସ କରୁଥିବାର ଅଭ୍ୟାସ ଦେଖିବାକୁ ମିଳିଥିଲା । ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିଲେ ଦୂତି ଚାନ୍ଦ  । ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe