ଆଜି ପବିତ୍ର ଗୁରୁଦିବସ । ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବରେ କରାଯାଏ ପାଳନ

Advertisment
ଆଜି ପବିତ୍ର ଗୁରୁଦିବସ । ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବରେ କରାଯାଏ ପାଳନ

କନକ ବ୍ୟୁରୋ : ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କ ସ୍ମରଣ ସହିତ ସମ୍ମାନ ଓ ଶ୍ରଦ୍ଧା ନିବେଦନର ପ୍ରକୃଷ୍ଟ ଦିନଟିଏ । ତାଙ୍କ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜି ହେଉଛି ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ।

୧୯୮୮ ମସିହା ସେପ୍ଟେମ୍ୱର ୫ ତାରିଖରେ ତାମିଲନାଡୁର ତରୁୱଲି ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଦିବସକୁ ସାରା ଦେଶ ଗୁରୁଦିବସ ଭାବେ ପାଳନ କରୁଛି । ଏହି ଦିବସରେ ଭାରତୀୟ ମହାନ୍ ଗୁରୁ ପରମ୍ପରାର ସ୍ମୃତି ସ୍ୱରୂପ ଗୁରୁଙ୍କୁ ପୂଜନ କରବାର ନଜିର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe