କନକ ବ୍ୟୁରୋ : ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କ ସ୍ମରଣ ସହିତ ସମ୍ମାନ ଓ ଶ୍ରଦ୍ଧା ନିବେଦନର ପ୍ରକୃଷ୍ଟ ଦିନଟିଏ । ତାଙ୍କ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜି ହେଉଛି ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ।
୧୯୮୮ ମସିହା ସେପ୍ଟେମ୍ୱର ୫ ତାରିଖରେ ତାମିଲନାଡୁର ତରୁୱଲି ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଦିବସକୁ ସାରା ଦେଶ ଗୁରୁଦିବସ ଭାବେ ପାଳନ କରୁଛି । ଏହି ଦିବସରେ ଭାରତୀୟ ମହାନ୍ ଗୁରୁ ପରମ୍ପରାର ସ୍ମୃତି ସ୍ୱରୂପ ଗୁରୁଙ୍କୁ ପୂଜନ କରବାର ନଜିର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/3-5.jpg)