କନକ ବ୍ୟୁରୋ : ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା। ଏହା ସହ ଆଜି ଦିନକୁ ରାଖୀ ବନ୍ଧନ ମଧ୍ୟ କୁହାଯାଏ। ଭାଇ ଭଉଣୀର ପବିତ୍ର ସଂପର୍କ ପର୍ବ ହେଉଛି ରାଖୀବନ୍ଧନ। ଭଉଣୀ ଭାଇର ଶୁଭମନାସୀ ତା ହାତରେ ରାଖୀ ବାନ୍ଧିଥାଏ। ଅନ୍ୟପଟେ ଏହା ବଦଳରେ ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ ଭାଇ।
ଆଜି ଗହ୍ମାପୂର୍ଣ୍ଣିମା : ଭାଇର ଶୁଭମନାସୀ ହାତରେ ରାଖୀ ବାନ୍ଧିଥାଏ ଭଉଣୀ
/kanak/media/post_attachments/wp-content/uploads/2016/08/vlcsnap-2016-08-18-09h10m38s272.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)