କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଅନୁରୋଧ ଓ ଚେତାବନୀ ସତ୍ତ୍ବେ ନିଜ ଜିଦିରେ ଅଟଳ ରହିଛି ନବନିର୍ମାଣ କୃଷକ ସଂଗଠନ। ଆଜି ଓଡ଼ିଶା ବନ୍ଦ ଡାକରାରୁ ସଂଗଠନ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବେ। ଏଥି ଯୋଗୁଁ ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷାରେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ସଂଗଠନ ଦୃଢ଼ୋକ୍ତି ପ୍ରକାଶ କରିଛି।
/kanak/media/post_attachments/wp-content/uploads/2019/02/vlcsnap-2019-02-20-12h03m43s904.jpg)
/kanak/media/post_attachments/wp-content/uploads/2019/02/vlcsnap-2019-02-20-12h36m48s593-1.jpg)