ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଧର୍ମଶାଳା, ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଏବଂ ଶିଳାନ୍ୟାସ

ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଧର୍ମଶାଳା, ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଏବଂ ଶିଳାନ୍ୟାସ

କନକ ବ୍ୟୁରୋ : ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧର୍ମଶାଳା ବ୍ଲକରେ ସେତୁ, ରାସ୍ତା, ଅଙ୍ଗନୱାଡି ଆଦି ୪୫୭ କୋଟିର ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଦଶରଥପୁର ବ୍ଲକରେ ୪ କୋଟିର ୨ଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ୯୬ କୋଟି ୩୭ ଟଙ୍କାର ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ବିଞ୍ଝାରପୁର ବ୍ଲକରେ ମଧ୍ୟ ଏକାଧିକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe