ଆଜି ବିଶ୍ୱ କିଡନୀ ଦିବସ : ବୃକକର ସୁସ୍ଥତା ସଂପର୍କରେ ସଚେତନ ପାଇଁ ପାଳିତ ହେଉଛି ଏହି ଦିବସ

Advertisment
ଆଜି ବିଶ୍ୱ କିଡନୀ ଦିବସ : ବୃକକର ସୁସ୍ଥତା ସଂପର୍କରେ ସଚେତନ ପାଇଁ ପାଳିତ ହେଉଛି ଏହି ଦିବସ

souce-http://www.worldkidneyday.org

କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ କିଡନୀ ଦିବସ । କିଡନୀ ବା ବୃକକ ମଣିଷର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଥିବାରୁ ଏହାକୁ ସୁସ୍ଥ ରଖିବା ପାଇଁ ସଚେତନତା ସ୍ୱରୁପ ଏହି ଦିବସକୁ ପାଳନ କରଯାଉଛି । ବୃକକର ସୁସ୍ଥତା ସଂପର୍କରେ ତଥା ଅଂଗଦାନ ଓ ପ୍ରତ୍ୟାରୋପଣ ବିଷୟରେ ଜାଣିବା ପାଇଁ ଏହି ଦିବସକୁ ପାଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe