କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ କିଡନୀ ଦିବସ । କିଡନୀ ବା ବୃକକ ମଣିଷର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଥିବାରୁ ଏହାକୁ ସୁସ୍ଥ ରଖିବା ପାଇଁ ସଚେତନତା ସ୍ୱରୁପ ଏହି ଦିବସକୁ ପାଳନ କରଯାଉଛି । ବୃକକର ସୁସ୍ଥତା ସଂପର୍କରେ ତଥା ଅଂଗଦାନ ଓ ପ୍ରତ୍ୟାରୋପଣ ବିଷୟରେ ଜାଣିବା ପାଇଁ ଏହି ଦିବସକୁ ପାଳନ କରାଯାଉଛି ।
ଆଜି ବିଶ୍ୱ କିଡନୀ ଦିବସ : ବୃକକର ସୁସ୍ଥତା ସଂପର୍କରେ ସଚେତନ ପାଇଁ ପାଳିତ ହେଉଛି ଏହି ଦିବସ
/kanak/media/post_attachments/wp-content/uploads/2017/03/wkd-logo-retina.png)