ଆଜି ବିଶ୍ୱ ଆସ୍ଥମା ଦିବସ । ଓଡିଶାରେ ଆସ୍ଥମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍

Advertisment
ଆଜି ବିଶ୍ୱ ଆସ୍ଥମା ଦିବସ ।  ଓଡିଶାରେ ଆସ୍ଥମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍

କନକ ବ୍ୟୁରୋ: ପ୍ରତିବର୍ଷ ମେ ୩ ତାରିଖକୁ ବିଶ୍ୱ ଆସ୍ଥମା ଦିବସ ଭାବେ ପାଳନ କରାଯାଉଛି । । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଓଡିଶାରେ " Closing  the Gaps in Asthma Care' theme ରେ ପାଳନ କରାଯାଉଛି ।
ଥରେ ଏହି ରୋଗ ଆରମ୍ଭ ହେଲେ ରୋଗୀକୁ ଅନେକ କଷ୍ଟ ସହିବାକୁ ପଡିଥାଏ । ଯଦି ଆରମ୍ଭରୁ ଏହାର ସଠିକ୍ ଚିକିତ୍ସା ଆରମ୍ଭ ହୁଏ ତେବେ ରୋଗୀକୁ ଏହି ରୋଗରୁ ମୁକ୍ତ କରାଯାଇପାରିବ । ରୋଗୀକୁ ଏକ ସିମଟମ୍ ଫ୍ରି ଲାଇପ୍ ମିଳିପାରିବ । ତେଣୁ ଏପରି ବ୍ୟାଧି ଭୋଗୁଥିବା ରୋଗୀଙ୍କ ପାଇଁ ଓଡିଶାରେ ଆରମ୍ଭ ହୋଇଛି ଚିକତ୍ସା କାର୍ଯ୍ୟକ୍ରମ ।

ଓଡିଶାରେ ଆସ୍ଥମା ରୋଗୀଙ୍କୁ ଆଶ୍ୱସ୍ତ କରିବାକୁ ଗଢି ଉଠିଛି ‘ବ୍ରେଥ୍ ଫ୍ରି ଚେଷ୍ଟ୍ କ୍ଲିନିକ୍ । ୨୦୧୬ରେ ଓଡିଶାରେ ଆରମ୍ଭ ହୋଇଥିବା ଫୁସଫୁସ ବିଶେଷତା କେନ୍ଦ୍ରର ଏହି କ୍ଲିନିକର ଶାଖା ଉଭୟ ଭୁବନେଶ୍ୱର ଓ ଇସ୍ପାତ ନଗରୀ ରାଉରକେଲାରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe