କନକ ବ୍ୟୁରୋ: ଆଜି ହେଉଛି ଡିସେମ୍ବର-୧ । ଏହି ଦିନଟି ୱାଲ୍ଡର୍ସ ଏଡ୍ସ ଡେ ବା’ ଏଚଆଇଭି ସଚେତନତା ଦିବସ ଭାବେ ସାରା ବିଶ୍ୱରେ ପାଳିତ ହେଉଛି । ଯଦିଓ, ଦିନକୁ ଦିନ ଓଡ଼ିଶା ସମେତ ସାରା ବିଶ୍ୱରେ ଏଡ୍ସ ମହାମାରୀ ନେଇ ସଚେତନତା ବୃଦ୍ଧି ପାଉଛି, ତଥାପି ଯୁଦ୍ଧ ସରିନାହିଁ । ଆଉ ସଚେତନା ପାଇଁ ସବୁଠୁ ଲୋକପ୍ରିୟ ମାଧ୍ୟମ ହେଉଛି ନାଟକ । ଏମିତି ଏକ ନାଟକ ଦେଖିବାକୁ ମିଳିଥିଲା ।
ଆଜି ହେଉଛି ୱାର୍ଲ୍ଡ ଏଡ୍ସ ଡେ’ । ଏଚଆଇଭି ସଚେତନତା ପାଇଁ ଓଏସଏସିଏସ୍ ପକ୍ଷରୁ ନିଆରା ପଦକ୍ଷେପ । ମଲରେ ନାଟକ ପରିବେଷଣ କରି ସଚେତନ କଲେ ଛାତ୍ରଛାତ୍ରୀ ।
/kanak/media/post_attachments/wp-content/uploads/2023/12/7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)