କନକବ୍ୟୁରୋ : ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ କଟକ ତୁଳସୀପୁର ସ୍ଥିତ ମଧୁସୂଦନ ଦାସଙ୍କ ସମାଧୀପୀଠ ଗୋରାକବରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Advertisment

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରଥମ ପଟ୍ଟନାୟକ । ଉପସ୍ଥିତ ସମ୍ବାଦ ଓ ଆମ ଓଡ଼ିଶା ଅଧକ୍ଷ୍ୟ ସୌମ୍ୟରଂଜନ ପଟ୍ଟନାୟକ ।