କନକ ବ୍ୟୁରୋ : ଆଜି ସମ୍ୱଲପୁରୀ ଦିବସ । ସମ୍ୱଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ପହିଲାକୁ ରାଜ୍ୟ ତଥା ଦେଶ ବିଦେଶରେ ସମ୍ୱଲପୁରୀ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛାଇଁଯିବ ସମ୍ୱଲପୁରୀ ସଂସ୍କୃତିର ଝଲକ । ସମ୍ୱଲପୁରୀ ଦିନ ମଞ୍ଚରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏଁ ପାରମ୍ପରିକ ପୋଷାକରେ ଝଲସିବ । ସମ୍ୱଲପୁରୀ ଦିନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ସେଠାରେ ସମ୍ବଲପୁରୀ ପୋଷାକ ପାଇଁ ଷ୍ଟଲ ଲାଗିବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିବ । ସମ୍ୱଲପୁରୀ ନୃତ୍ୟ, ଗୀତ ସହ ପାରମ୍ପରିକ ପଶ୍ଚିମ ଓଡ଼ିଶାର ଖାଦ୍ୟର ମଜା ନେଇପାରିବେ କାର୍ଯ୍ୟକ୍ରମରେ ସାମିଲ ଲୋକ ।
ଆଜି ସମ୍ୱଲପୁରୀ ଦିବସ । ପଶ୍ଚିମ ଓଡ଼ିଶାର ପାରମ୍ପରିକ ପିଠା ପଣାରେ ମହକିବ, ସମ୍ୱଲପୁରୀ ନୃତ୍ୟ ଗୀତରେ ଦୁଲୁକିବ ମଞ୍ଚ
/kanak/media/post_attachments/wp-content/uploads/2024/08/7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)