କନକ ବ୍ୟୁରୋ: ଆଜି ସାରା ଦେଶରେ ପାଳିତ ହେଉଛି ମହରମ । ତେବେ ସମ୍ବଲପୁରରେ ବେଶ ଧୁମଧାମରେ ପାଳିତ ହେଉଛି ମହରମ । ମହରମ ଅବସରରେ ସମ୍ବଲପୁରରେ ଶୋଭାଯାତ୍ରା ପାଇଁ ଅନୁମତି ମିଳିନାହିଁ । ନିଜ ପଡାରେ ମହରମ ପାଳିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ କେବଳ ଅନୁମତି ଦେଇଛି । ଫଳରେ ଏଥର ଶୋଭାଯାତ୍ରା ହେଉ ନାହିଁ , ଯାହାକୁ ନେଇ ସମ୍ବଲପୁର ସହର ଏବେ ପୋଲିସ ଛାଉଣୀ ରହିଛି । ସେହିପରି ବାଲେଶ୍ୱରରେ ମଧ୍ୟ ମହରମ ପର୍ବ ବେଶ ଧୁମଧାମରେ ପାଳିତ ହେଉଛି ।
ଦେଶ ପାଳନ କରୁଛି ମୋହରମ୍ ; ପ୍ରାର୍ଥନା ପାଇଁ ମସଜିଦରେ ଭିଡ, ବାଲେଶ୍ୱରରେ ପୋଲିସ ଛାଉଣୀ
/kanak/media/post_attachments/wp-content/uploads/2024/07/5-13.jpg)