ଗଞ୍ଜାମ ପୋଲିସର ୭୧ ତମ ଏନକାଉଣ୍ଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ

Advertisment
ରେମୁଣାରେ ଫୁଟିଲା ଗୁଳି । ୨ ଗୋଷ୍ଠୀ ମଧ୍ୟରେ ବଚସା ପରେ ତୀବ୍ର ହୋଇଥିଲା ଗଣ୍ଡଗୋଳ

www.jagran.com

ଗଂଜାମ ପୋଲିସର ୭୧ ତମ ଏନକାଉଂଟର । ପାଲୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ୍ ଆହତ ହୋଇଛି । ଅପରାଧୀର ଡାହଣ ଗୋଡରେ ବାଜିଛି ଗୁଳି ବାଜିଥିବା ବେଳେ ଏଥିରେ ଦୁଇ ଜଣ କନଷ୍ଟେବଳ ବି ଆହତ ହୋଇଛନ୍ତି । ଏନକାଉଂଟର ବେଳେ ପୋଲିସ ଗୋଟିଏ ମୋଟର ସାଇାକଲ, ଗୋଟି ମାଉଜର, ଦୁଇଟି ଜିବନ୍ତ କ୍ୟାଟ୍ରେଜ ମଡ଼୍ୟ ଜବତ କରିଛି । ଗଂଜାମର ସୁଧିର ପାଢୀ ହତ୍ୟାକାଣ୍ଡ ଓ ଅନେକ ଅପରାଧରେ ଏହାର ସମ୍ପୃକ୍ତି ଥିବା ପୋଲିସ କହିଛି । ଅଧିକ ଚିକତ୍ସା ପାଇଁ ପ୍ରମୋଦ ବାରିକକୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି ।

publive-imageତେବେ ଗତକାଲି ମଧ୍ୟ ଗଂଜାମ ପୋଲିସ ଏନକାଉଁଟର କରିଥିଲା । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଥିଲା । ସ୍ଥାନୀୟ ଅଂଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ ଏନକାଉଁଟର କରିଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe