ଦ୍ୱିତୀୟ ଦିନରେ ସରଗରମ ହେବ ବିଧାନସଭାରେ ମୌସୁମୀ ଅଧିବେଶନ: ଆଜି ଆସିବ ୨୦୧୭-୨୦୧୮ ମସିହାର ପ୍ରଥମ ଅତିରିକ୍ତ ବଜେଟ, ଶିକ୍ଷା,ସ୍ୱାସ୍ଥ୍ୟ ଓ କୃଷି ଉପରେ ରହିପାରେ ଫୋକସ

Advertisment
ଦ୍ୱିତୀୟ ଦିନରେ ସରଗରମ ହେବ ବିଧାନସଭାରେ ମୌସୁମୀ ଅଧିବେଶନ: ଆଜି ଆସିବ ୨୦୧୭-୨୦୧୮ ମସିହାର ପ୍ରଥମ ଅତିରିକ୍ତ ବଜେଟ, ଶିକ୍ଷା,ସ୍ୱାସ୍ଥ୍ୟ ଓ କୃଷି ଉପରେ ରହିପାରେ ଫୋକସ

କନକ ବ୍ୟୁରୋ; ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଗୃହ ସରଗରମ ହେବା ଆଶା କରାଯାଇଛି । ଆଜି ଗୃହରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୭-୧୮ରେ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ଆଜି ୧୨ ହଜାର ୭ ଶହ ୬୮ କୋଟିର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପିତ ହେବ ।

publive-image

ଆଜି ଏଥିରେ କୃଷି, ସ୍ୱସ୍ଥ୍ୟା, ଶିକ୍ଷା ଉପରେ ଫୋକସ କରାଯାଇପାରେ । ଏହାଛଡା ଆଗକୁ ନିର୍ବାଚନ ଥିବାରୁ କିଛି ନୂଆ ଜନକଲ୍ୟାଣକାରୀ ଯୋଜନା ପାଇଁ ସରକାର ଅର୍ଥବ୍ୟୟବରାଦ କରିପାରନ୍ତି । ଆଗକୁ ନିର୍ବାଚନ ଥିବାକୁ ସରକାରଙ୍କ ଅତିରିକ୍ତ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe