ଆଜି ବସୁଛି ବିଜେଡିର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକ । ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ହେବ ଦଳୀୟ ମାନସ-ମନ୍ଥନ

Advertisment
ଆଜି ବସୁଛି ବିଜେଡିର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକ । ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ହେବ ଦଳୀୟ ମାନସ-ମନ୍ଥନ

କନକ ବ୍ୟୁରୋ : ଆଜି ବସୁଛି ବିଜେଡିର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଦଳୀୟ ସଂଗଠନ, ଦଳୀୟ ନିର୍ବାଚନ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ସଂଗଠନକୁ କେମିତି ଆହୁରୀ ମଜବୁତ କରାଯିବ ଏବଂ ବିଜେଡି ପ୍ରତି ଆକର୍ଷିତ ଥିବା ଯୁବକ ଓ ବ୍ୟକ୍ତିଙ୍କୁ କେମିତି ଦଳରେ ସାମିଲ କରାଯିବ ସେ ନେଇ ଆଲୋଚନା ହେବ ।

ଅନ୍ୟପଟେ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ନେତା ଓ ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ନୂଆ ଦାୟିତ୍ୱ ମଧ୍ୟ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe