କନକ ବ୍ୟୁରୋ : ଆଜି ବସୁଛି ବିଜେଡିର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଦଳୀୟ ସଂଗଠନ, ଦଳୀୟ ନିର୍ବାଚନ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ସଂଗଠନକୁ କେମିତି ଆହୁରୀ ମଜବୁତ କରାଯିବ ଏବଂ ବିଜେଡି ପ୍ରତି ଆକର୍ଷିତ ଥିବା ଯୁବକ ଓ ବ୍ୟକ୍ତିଙ୍କୁ କେମିତି ଦଳରେ ସାମିଲ କରାଯିବ ସେ ନେଇ ଆଲୋଚନା ହେବ ।
ଅନ୍ୟପଟେ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ନେତା ଓ ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ନୂଆ ଦାୟିତ୍ୱ ମଧ୍ୟ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/NAVEEN_00000.jpg)