ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଶାସକ ଦଳ ଆଭିମୁଖ୍ୟ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ବିଧାନ ପରିଷଦ ପାଇଁ ବିହାର ଯିବ ଓଡ଼ିଶା କମିଟି ! ଯିବେନି ବିଜେପି ଓ କଂଗ୍ରେସ ସଦସ୍ୟ

କନକ ବ୍ୟୁରୋ : ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ। ଆଜି ପୁଣି ଗୃହ କାର୍ଯ୍ୟ ଚାଲିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଦିନରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ଶାସକ ଦଳ। ଫଳରେ ଗୃହକାର୍ଯ୍ୟ ଏକ ମିନିଟ ପାଇଁ ମଧ୍ୟ ଚାଲିପାରିନଥିଲା। ଏହାକୁ ନେଇ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି। ଯୋଜନାବଦ୍ଧ ଭାବେ ଗୃହକୁ ଅଚଳ କରିଛନ୍ତି ଶାସକ ଦଳ ବୋଲି ବିରୋଧୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe