କନକ ବ୍ୟୁରୋ : କିଛି ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ସାଧାରଣ ବଂଟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ସାଧାରଣ ବଂଟନ ବ୍ୟବସ୍ଥା ଉପରେ ପ୍ରଶ୍ନୋତର ଚାଲିଛି । ଉତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟଦାସ ବର୍ମା । ଧାନ ସହାୟକ ମୂଲ୍ୟ ଓ ଚାଷୀ ମୃତ୍ୟୁ ପ୍ରସଙ୍ଗରେ କିଛି ଦିନ ଧରି ଅଚଳାବସ୍ଥା ଲାଗିରହିଥିଲା । ତେବେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଛି ।
କିଛି ଦିନ ଅଚଳ ଅବସ୍ଥା ପରେ ଆଜି ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ : ସାଧାରଣ ବଂଟନ ବ୍ୟବସ୍ଥା ଉପରେ ଆଲୋଚନା
/kanak/media/post_attachments/wp-content/uploads/2017/03/vlcsnap-2017-03-25-11h09m57s476.png)