କନକ ବ୍ୟୁରୋ : ଚାଲିପାରୁନି ବିଧାନସଭା । ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି ଓ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ହଟ୍ଟଗୋଳ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହାଲା କରିବା ଫଳରେ ବାଚସ୍ପତି ଗୃହକୁ ଘଂଟାଏ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-24-11h10m29s738.png)