ବିଧାନସଭାରେ ପଂଚାୟତ ହିଂସା ତାତି : ଗୃହରେ ବିରୋଧୀଙ୍କ ହୋ ହାଲ୍ଲା, ତୁହାକୁ ତୁହା ମୁଲତବୀ

Advertisment
ବିଧାନସଭାରେ ପଂଚାୟତ ହିଂସା ତାତି : ଗୃହରେ ବିରୋଧୀଙ୍କ ହୋ ହାଲ୍ଲା, ତୁହାକୁ ତୁହା ମୁଲତବୀ

କନକ ବ୍ୟୁରୋ : ପଂଚାୟତ ନିର୍ବାଚନୀ ହିଂସା ଉପରେ ବିଧାନସଭାରେ ଆଲୋଚନା ହେବା ନେଇ କହିଛନ୍ତି ବାଚସ୍ପତି । ହେଲେ କେବେ ଓ କେଉଁ ଫୋରମରେ ହେବ ତାହା ନିଷ୍ପତି ବାଚସ୍ପତି ନେବେ । ବର୍ତମାନ ରାଜ୍ୟପାଳଙ୍କ ଅଭିବାଦନ ସଂପର୍କରେ ଗୃହରେ ଆଲୋଚନା ଚାଲିଛି ।

ଆଜି ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ନିର୍ବାଚନୀ ହିଂସା ଉପରେ ଆଲୋଚନା ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ଦୁଇ ଦୁଇଥର ମୁଲତବୀ ରଖିଥିଲେ ବାଚସ୍ପତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe