ବିଧାନସଭାରେ କୋରାପୁଟ ତାତି : ଗୃହ ସାଢେ ୧୧ଟା ଯାଏଁ ମୁଲତବି

21

କନକ ବ୍ୟୁରୋ : ବିଧାନସଭାରେ କୋରାପୁଟ ତାତି । ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । କୋରାପୁଟରେ ଅମଲାଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟ ଗୃହରେ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟ ଭାଗରେ ବିଜେପି ବିଧାୟକମାନେ ହୋହାଲ୍ଳା କରିଛନ୍ତି । ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଫଳରେ ଗୃହକୁ ସାଢେ ୧୧ ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।