କନକ ବ୍ୟୁରୋ : ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ। ଆଜି ପୁଣି ଗୃହ କାର୍ଯ୍ୟ ଚାଲିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଦିନରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ଶାସକ ଦଳ। ଫଳରେ ଗୃହକାର୍ଯ୍ୟ ଏକ ମିନିଟ ପାଇଁ ମଧ୍ୟ ଚାଲିପାରିନଥିଲା। ଏହାକୁ ନେଇ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି। ଯୋଜନାବଦ୍ଧ ଭାବେ ଗୃହକୁ ଅଚଳ କରିଛନ୍ତି ଶାସକ ଦଳ ବୋଲି ବିରୋଧୀ କହିଛନ୍ତି।
ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଶାସକ ଦଳ ଆଭିମୁଖ୍ୟ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ
/kanak/media/post_attachments/wp-content/uploads/2016/09/vlcsnap-2016-09-22-08h42m43s359.png)