କନକ ବ୍ୟୁରୋ : ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ସହ ଭକ୍ତଙ୍କୁ ଆଜି ଆଡ଼ପ ଅବଢ଼ା ମିଳିଛି । ଶ୍ରୀଜୀଉଙ୍କ ଦର୍ଶନ କରି ଆଡ଼ପ ଅବଢ଼ା ମହାଆନ୍ଦନରେ ଭକ୍ତ ସେବନ କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ହେରାପଂଚମୀ ଥିବା ବେଳେ ଆଜି ବନକଲାଗି ନୀତି । ଏଥିପାଇଁ ରାତ୍ର ୮ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/abadha.jpg)