ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ : ବିଜେପି ନେତା ଭୃଗୁ ବସ୍କିପାତ୍ରଙ୍କ ଉପସ୍ଥିତିରେ ଭଙ୍ଗାରୁଜା ; ବ୍ୟାନର ଚିରିବା ସହ ଚେୟାର ଭାଙ୍ଗିଲେ ଅସନ୍ତୁଷ୍ଟ ବିଜେପି କର୍ମୀ

1,010

କନକ ବ୍ୟୁରୋ : ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ । ତିର୍ତୋଲ ଆନନ୍ଦ ମଣ୍ଡପରେ ଥିବା ବିଜେପି ଅଫିସରେ ବିଳମ୍ବିତ ରାତିରେ କିଛି ଯୁବକ ଭଙ୍ଗାରୁଜା କରିଛନ୍ତି  । ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ଏହି ଭଙ୍ଗାରୁଜା ହୋଇଛି । ଏପରିକି ଅଫିସରେ ଲାଗିଥିବା ବ୍ୟାନରକୁ ଛିଡାଇଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗରେ ଅସନ୍ତୁଷ୍ଟ କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଉପନିର୍ବାଚନ ପାଇଁ ଆଇନଶୃଂଖଳା ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି । ୩୭୩ ବୁଥ୍ ପାଇଁ ତିର୍ତ୍ତୋଲରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର । ଭୋଟ୍ ସମୟରେ ନଜର ରଖିବେ ଫ୍ଲାଇଂ ସ୍କୁଆଡ୍ ଓ ସର୍ଭିଲାନ୍ସ ଟିମ୍ ।