ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ନାଓ’ର ସର୍ଭେ । ଜାଣନ୍ତୁ କାହାକୁ ମିଳିପାରେ କେତେ ଆସନ...

Advertisment
ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ନାଓ’ର ସର୍ଭେ । ଜାଣନ୍ତୁ କାହାକୁ ମିଳିପାରେ କେତେ ଆସନ...

କନକ ବ୍ୟୁରୋ: ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିପାରେ ଅଧିକ ଆସନ । ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ନାଓ’ କରିଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ରାଜ୍ୟରେ ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୧, ବିଜେଡିକୁ ୯ ଓ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିପାରେ ବୋଲି ଆକଳନ କରିଛି ଟାଇମନ୍ସ ନାଓ ସର୍ଭେ । ଲୋକସଭା ନିର୍ବାଚନରେ ଭୋଟ ପ୍ରତିଶତକୁ ଦେଖିଲେ ବିଜେପିକୁ ୪୪.୮ ପ୍ରତିଶତ, ବିଜେଡିକୁ ୪୦.୪ ପ୍ରତିଶତ ଓ କଂଗ୍ରେସକୁ ୯.୬ ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଛି । ୨୦୧୯ ନିର୍ବାଚନରେ ବିଜେଡିକୁ ୧୨ଟି, ବିଜେପିକୁ ଆଠଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ସେହିଭଳି ବିଧାନସଭା ନିର୍ବାଚନ ହେଲେ ବିଜେଡି ବଡ ଦଳ ହୋଇପାରେ ବୋଲି ସର୍ଭେ କହିଛି । ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe