ସେମାନେ ସିନେମାର ସୁପରଷ୍ଟାର ନୁହନ୍ତି । ଯାହାଙ୍କ ପାଇଁ ଷ୍ଟଂଟ୍ ମ୍ୟାନ ମାନେ କାମ କରିଥାନ୍ତି । ନିଜର ପେଟ ପାଟଣା ପାଇଁ ସେମାନେ ନିଜେ ହିଁ ନିଜ ସୋ’ର ନାୟକ, ନାୟିକା ଆଉ ଷ୍ଟଂଟ୍ ମ୍ୟାନ । ଯିଏ ନିଜର ଷ୍ଟଂଟ୍ ନିଜେ କରିଥାନ୍ତି । ଦେଖଣାହାରୀ ମାନେ ସେମାନଙ୍କ ଖେଳ ଦେଖିବା ପାଇଁ କିଛି ସମୟ ପାଇଁ ଅଟକି ଯାନ୍ତି ।ଆଜି ଜୀବନର କାନଭାସରେ ଆଙ୍କିବା ସେମାନଙ୍କ ଜୀବନ ଆଉ ଜୀବିକାର ଚିତ୍ର । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :-
ବାଉଁଶରାଣୀ
/kanak/media/post_attachments/wp-content/uploads/2016/04/Capture-7.png)