ମୁଁ ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଚି : ଟାଇଗର ଶ୍ରଫ୍

ମୁଁ ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଚି : ଟାଇଗର ଶ୍ରଫ୍

source-http://s3.india.com/wp

source-https://s-media-cache-ak0.pinimg.com

ବଲିଉଡ ଅଭିନେତା ଟାଇଗର ଶ୍ରଫ୍। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଛନ୍ତି । ଯାହାକି ଫିଲ୍ମର ଡେଟ୍ ଘୋଷଣା ହେଉ ହେଉ ଦର୍ଶକ ହଲରେ ଭିଡ ଜମେଇବେ।

ଟାଇଗର କହିଛନ୍ତି ଫିଲ୍ମ ମେକିଙ୍ଗ ଅପେକ୍ଷା ପ୍ରମୋସନରେ ପରିଶ୍ରମ ବହୁତ ହୁଏ । ହେଲେ ରଜନୀକାନ୍ତଙ୍କ କ୍ଷେତ୍ରରେ ଅଲଗା। ତାଙ୍କୁ ଫିଲ୍ମ ପ୍ରମୋଟ କରିବାକୁ ପଡେନାହିଁ। ତାଙ୍କ ନାଁ ହିଁ ତାଙ୍କର ପ୍ରମୋସନ। ତାଙ୍କ ପାଇଁ ଦର୍ଶକ ଯେମିତି ପାଗଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe