ବଲିଉଡ ଅଭିନେତା ଟାଇଗର ଶ୍ରଫ୍। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ହେବାକୁ ଚାହୁଁଛନ୍ତି । ଯାହାକି ଫିଲ୍ମର ଡେଟ୍ ଘୋଷଣା ହେଉ ହେଉ ଦର୍ଶକ ହଲରେ ଭିଡ ଜମେଇବେ।
ଟାଇଗର କହିଛନ୍ତି ଫିଲ୍ମ ମେକିଙ୍ଗ ଅପେକ୍ଷା ପ୍ରମୋସନରେ ପରିଶ୍ରମ ବହୁତ ହୁଏ । ହେଲେ ରଜନୀକାନ୍ତଙ୍କ କ୍ଷେତ୍ରରେ ଅଲଗା। ତାଙ୍କୁ ଫିଲ୍ମ ପ୍ରମୋଟ କରିବାକୁ ପଡେନାହିଁ। ତାଙ୍କ ନାଁ ହିଁ ତାଙ୍କର ପ୍ରମୋସନ। ତାଙ୍କ ପାଇଁ ଦର୍ଶକ ଯେମିତି ପାଗଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/2-14.jpg)
/kanak/media/post_attachments/wp-content/uploads/2016/08/3-8-300x240.jpg)