ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ । ଉପୁଡିଗଲା ମହାଦ୍ରୁମ । ବିଦ୍ୟୁତ ସେବା ବ୍ୟାହତ । ହସିଲା ଫସଲ ନଷ୍ଟ ।

Advertisment
ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ । ଉପୁଡିଗଲା ମହାଦ୍ରୁମ । ବିଦ୍ୟୁତ ସେବା ବ୍ୟାହତ ।  ହସିଲା ଫସଲ ନଷ୍ଟ ।

କନକ ବ୍ୟୁରୋ: ଭଞ୍ଜନଗରରେ କାଳ ବୈଶାଖୀର ତାଣ୍ଡବ । ବର୍ଷା ସହ ପବନ ଯୋଗୁ ଅନେକ ଗଛ ଭାଙ୍ଗିପଡ଼ିଛି । ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ରାତିସାରା ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା । ଅନେକ ଚାଷ ଜମି ନଷ୍ଟ ହୋଇଛି । ବିଲରେ ରାଶି ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ବର୍ଷା ଅଭାବରୁ ପାଣି ଛିଂଚି ରାଶି ଫସଲ ଲଗାଇଥିଲେ କିନ୍ତୁ କାଲିର ବର୍ଷା ଓ ବପନ ଏକର ଏକର ରାଶି ଗଛକୁ ନଷ୍ଟ କରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe