ଅଭିଯୁକ୍ତଙ୍କୁ ଥାନାକୁ ନେଲା ବେଳେ ପୋଲିସ ଉପରକୁ ଢେଲା ପଥର ମାଡ । ଲାଠି ଚାର୍ଜ କଲା ପୋଲିସ

Advertisment
ଅଭିଯୁକ୍ତଙ୍କୁ ଥାନାକୁ ନେଲା ବେଳେ ପୋଲିସ ଉପରକୁ ଢେଲା ପଥର ମାଡ । ଲାଠି ଚାର୍ଜ କଲା ପୋଲିସ

କନକ ବ୍ୟୁରୋ : ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି  । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି ।

ଗତକାଲି ପୋଷ୍ଟର ମାରିବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe