ବିଜେଡିର ୩ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ: ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଓ ମିନକେତନ ଅମାନ୍ତଙ୍କୁ ନିଯୁକ୍ତ କଲେ ନବୀନ ପଟ୍ଟନାୟକ

Advertisment
ପରିବାର ଓ ବାପ-ପୁଅ ରାଜନୀତି: ହେଲେ ବିଜେଡି ଯୋଡ଼ି ସବୁଠୁ ନିଆରା

କନକ ବ୍ୟୁରୋ: ବିଜୁ ଜନତା ଦଳର ମାନ୍ୟବର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି।

publive-image

ସେହିଭଳି ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୋ-ଅବଜରଭର୍ ଭାବେ ମଧ୍ୟ ନିଯୁକ୍ତି ମିଳିଥିବା କଥା ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe