ଶରଧାବାଲିରୁ ସିଂହଦ୍ୱାର ! ନୀଳକନ୍ଦରକୁ ବାହୁଡିଲେ ଶ୍ରୀଜୀଉ

ଶରଧାବାଲିରୁ ସିଂହଦ୍ୱାର ! ନୀଳକନ୍ଦରକୁ ବାହୁଡିଲେ ଶ୍ରୀଜୀଉ

କନକ ବ୍ୟୁରୋ : ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ଶ୍ରୀଜୀଉ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ତେବେ ଶୃଙ୍ଖଳିତ ନୀତି ଯୋଗୁଁ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି । ମହାପ୍ରଭୁଙ୍କ ଅପୂର୍ବ ଲୀଳା ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe