କନକ ବ୍ୟୁରୋ : ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ଶ୍ରୀଜୀଉ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ତେବେ ଶୃଙ୍ଖଳିତ ନୀତି ଯୋଗୁଁ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି । ମହାପ୍ରଭୁଙ୍କ ଅପୂର୍ବ ଲୀଳା ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ।
ଶରଧାବାଲିରୁ ସିଂହଦ୍ୱାର ! ନୀଳକନ୍ଦରକୁ ବାହୁଡିଲେ ଶ୍ରୀଜୀଉ
/kanak/media/post_attachments/wp-content/uploads/2016/07/05-7-dEBASIS-A13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)