ସକ୍ରିୟ ଘୁର୍ଣ୍ଣିବଳୟ ଆଜି ନେବ ଲଘୁଚାପର ରୂପ । ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା, ୪ ଜିଲ୍ଲାକୁ ସତର୍କ ସୂଚନା 

Advertisment
ସକ୍ରିୟ ଘୁର୍ଣ୍ଣିବଳୟ ଆଜି ନେବ ଲଘୁଚାପର ରୂପ । ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା, ୪ ଜିଲ୍ଲାକୁ ସତର୍କ ସୂଚନା 

କନକ ବ୍ୟୁରୋ : ୪ ଜିଲ୍ଲାକୁ ବିପଦ । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁରୀ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା । ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର । ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ପରିସ୍ଥିତି ହୋଇପାରେ । କମ ଦୃଶ୍ୟମାନ ସାଙ୍ଗକୁ ରାସ୍ତା ଓ ପୋଲରେ ପାଣି ବୋହିବା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ।

ଝାଡ଼ଖଣ୍ଡ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ଏହା ଅଧିକ ସଂଗଠିତ ହୋଇ ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ଆଜି ସକାଳୁ ଅନେକ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବର୍ଷା ଦେଖିବାକୁ ମିଳିଛି । ଆସନ୍ତା ୩ ତାରିଖ ପ୍ରଯ୍ୟନ୍ତ ରାଜ୍ୟରେ ଅନେକ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe