କେମିତି କଟୁଛି ଆନ୍ଦୋଳନକାରୀଙ୍କ ରାତି ? କିଏ ଚାକିରି ସ୍ଥାୟୀ ପାଇଁ ତ ଆଉ କିଏ ଦରମା ବୃଦ୍ଧି ପାଇଁ କରୁଛନ୍ତି ପ୍ରତିବାଦ

Advertisment
କେମିତି କଟୁଛି ଆନ୍ଦୋଳନକାରୀଙ୍କ ରାତି ? କିଏ ଚାକିରି ସ୍ଥାୟୀ ପାଇଁ ତ ଆଉ କିଏ ଦରମା ବୃଦ୍ଧି ପାଇଁ କରୁଛନ୍ତି ପ୍ରତିବାଦ

କନକ ବ୍ୟୁରୋ : ଗୋଟିଏ ପରେ ବିଧାନସଭା ଚାଲିଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏପଟେ ବିଧାନସଭା ବାହାରେ ମଧ୍ୟ ଚାଲିଛି ଆନ୍ଦୋଳନ । କିଏ ଚାକିରି ସ୍ଥାୟୀ ପାଇଁ ଦାବି କରୁଛି ତ ଆଉ କିଏ ଦରମା ବଢାଇବା ପାଇଁ ସ୍ୱର ଉଠାଉଛି । ଦିନତମାମ ଆନ୍ଦୋଳନକାରୀଙ୍କ ଚିକ୍ରାରରେ ଫାଟି ପଡୁଛି ମହାତ୍ମାଗାନ୍ଧୀ ମାର୍ଗ । ହେଲେ ରାତି ହେଲେ ବଦଳିଯାଏ ସବୁ ଚିତ୍ର । ରାତି ହେଲେ କ’ଣ କରନ୍ତି ଏମାନେ ? ଖୋଲା ଆକାଶ ତଳେ କେମିତି ବିତେ ଆନ୍ଦୋଳନକାରୀଙ୍କ ରାତି ? ଏ ସମ୍ପର୍କରେ ଜାଣିବା ପାଇଁ ରାତିରେ କନକ ନ୍ୟୁଜ୍ ପହଞ୍ଚିଥିଲା ମହାତ୍ମାଗାନ୍ଧୀ ମାର୍ଗରେ । ଅତି ନିକଟରୁ ଦେଖିଥିଲା ଆନ୍ଦୋଳନକାରୀଙ୍କ କଷ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe